ନମସ୍କାର ଦର୍ଶକ ବନ୍ଧୁ ଆପଣ ଙ୍କୁ ଆମ ପୋର୍ଟାଲକୁ ସ୍ବାଗତ ,
ଆଜି ଯାତ୍ରା ବିଷୟରେ ଏକ ନୂଆ କଥା ଜାଣିବା ,
ଆମେ ସମସ୍ତେ ଫିଲ୍ମ , ସିରିଏଲ , ସୁଟିଂ ବିଷୟରେ
ଜାଣିଥିବା , କିନ୍ତୁ ଯାତ୍ରା ନାଟକ କେମତି ସୁଟିଂ ହୁଏ,
କେତେ ସମୟ ଲାଗେ ସୁଟିଂ ପାଇଁ, ରାତିରେ ଯାତ୍ରା ସଋ ସକାଳେ ସୁଟିଂ
କରାଯାଏ କି ? ନା ଯାତ୍ରା ବନ୍ଦ କରି ରାତିରେ ସୁଟିଂ ହୁଏ ,
ଏମିତି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହୁଏ ।
ଯାତ୍ରା ସୁଟିଂ ସେଟ କିପରି ଥାଏ
ସୁଟିଂ ସେଟ କୁ ଦର୍ଶକ ମାନଙ୍କୁ ପ୍ରବେଶ ନିଷେଧ ଥାଏକି
କୋଉ ଦିନରେ ସୁଟିଂ ହୁଏ , ନାଟକ କେତେ ବର୍ଷ ମଞ୍ଚସ୍ତ କଲା
ପରେ ସୁଟିଂ ପାଇଁ ଭାବନ୍ତି ପ୍ରଯୋଜକ,
ସୁଟିଂ ପାଇଁ କେତେ ସମୟ ଲାଗେ , ଗୋଟିଏ ବର୍ଷରେ
କେତେ ଥର ସୁଟିଂ କରାଯାଏ , ଏଥିପାଇଁ ଖାଦ୍ଯ ପେୟର
କିଛି ସ୍ବତନ୍ତ୍ର ସୁବିଧା ଥାଏ କି ? ଆଜ୍ଞା ପ୍ରଥମେ ଯାତ୍ରାରେ
ଏତେ ଆଧୁନିକ ଯନ୍ତ୍ର ବ୍ୟବହାର କରାଯାଉଥିଲା କି
ଯାତ୍ରା ସମୟରେ ଆଜିର ଦିନରେ କଣ କଣ ଲାଇଟ
ଚାଲୁ ରଖିବାକୁ ନିର୍ଦ୍ଧେଶ ଥାଏ , ଦିନରେ ସୁଟିଂ ହେଲେ ଅସୁବିଧା
କଣ ହୁଏ ? ଏମିତି ଅନେକ ପ୍ରଶ୍ନ ର ଉତ୍ତର ଆମେ
ପାଇଯିବା ଏହି ଭିଡିଓ ରେ
ଆସନ୍ତୁ ବଉଳିବା ଦେଖିବା ଯାତ୍ରା ବାଦଶାହା କୋଣାର୍କ ଗଣନାଟ୍ୟ
ର ସୁଟିଂ ସେଟ , ଦେଖିବା କୋଉ କୋଉ କଳାକାର
ଅଛନ୍ତି , କେମିତି ମେକପ ନେଉଛନ୍ତି , ଏଥିପାଇଁ କେତେ ସମୟ ଲାଗୁଛି
ଆଜି ସୁଟିଂ ଚାଲିଛି ଏକଜ ହସ ଲୁହ ଭରା
ଅଶ୍ରୁଳ କାହାଣୀ ଜୌ ନାଟକର ଲେଖକ ହାଉଛନ୍ତି
ଡାକ୍ତର ଦୁପକ ଜେନା , ଏବଂ ନିର୍ଦ୍ଧେଶକ ହଉଛନ୍ତି
ଗୁରୁପ୍ରସାଦ ମିଶ୍ର । ଏହି ନାଟକ ଅଭିନୟ କରୁଛନ୍ତି
ବରିଷ୍ଠ କଳାକାର ବସନ୍ତ ସାହୁ, ରତିକାନ୍ତ ପରିଡା ,
ଜିତୁ, ମୁଣା , କମେଡିଆନ ମୁନା , ଏବଂ ନାରୀ ଅଭିନେତ୍ରୀ
ଡ୍ରିମ ଗାର୍ଲ ମିଟୁନା ପରିଡା , ଟ୍ରାଜେଡି କୁଇନ ନଳିନୀ ,
ଚୁଲବୁଲି ହିରୋଇନ ରୂପା । ଏହି ନାଟକ ରେ ଏକ ଭିନ୍ନ
କାହାଣୀ ଅଛି । ଯଦି ଆପଣ ଦେଖିନାହାନ୍ତି ଟା ହେଲେ
ଠାରେ ଦେଖିବାର ସୁଯୋଗ ନିଅନ୍ତୁ ।
ନାଟକ ର ନାଁ ହେଲା ' କିଏ ପୋଛିଦବ ଆଖିର ଲୁହ ' ।
ତେବେ ଆସନ୍ତୁ ଦେଖିବା କଳାକାର ମାନେ କଣ କହୁଛନ୍ତି
କେତେ କଷ୍ଟ ଅନୁଭବ କରୁଛନ୍ତି , କଣ ଖାଇବା ପିଇବା
ବନ୍ଦୋବସ୍ଥ ହେଇଛି,
ଆମ ପେଜକୁ visit କରିଥିବାରୁ ଆପଣଙ୍କୁ ବହୁତ
ଆଗକୁ ନୂଆ ନୂଆ ଜିନିଷ ଦେଖିବା ପାଇଁ ଆମ
ଫେସବୁକ୍ ପେଜକୁ like କରନ୍ତୁ ,
ଆମ youtube ଚାନେଲକୁ subscribe କରନ୍ତୁ
ଧନ୍ୟବାଦ , ଜୟ ଜଗନ୍ନାଥ





0 Comments