ଯାତ୍ରା ଜଗତର କମେଡି କିଙ୍ଗ ନରି ପଣ୍ଡା ଙ୍କ କଥା ଶୁଣନ୍ତୁ jatra comedian nari panda

 


ନମସ୍କାର ଦର୍ଶକ ବନ୍ଧୁ ଆପଣ ଙ୍କୁ ଆମ ପୋର୍ଟାଲ କୁ ସ୍ବାଗତ , 

ଆଜ୍ଞା ଆମେ ସମସ୍ତେ ଖୁସି ରେ ରହିବାକୁ ଭଲ ପାଆନ୍ତି , ସେଥି ପାଇଁ

 ମୋବାଇଲ ରେ କମେଡି ସିନ ଦେଖିବାକୁ ଭଲ ପାଆନ୍ତି , 

ଏମିତି ଜଣେ କମେଡିଆନ ଙ୍କ କଥା ଆମେ ଜାଣିବା ଯିଏ ଯାତ୍ରାରେ 

 

ଏବେ ଖୁବ ଚର୍ଚା ରେ ଅନେକ ଦିନ ଧରି ଯାତ୍ରା ଜଗତରେ 

ନିଜର କାୟା ବିସ୍ତାର କରି ସାରିଲେଣି 

କମ ପାଠ ପଢି ମଧ୍ୟ ନିଜ ଝିଅ ପୁଅ କୁ ବହୁତ ପାଠ ପଢେଇଛନ୍ତିବଶେ , 

ଆଜ୍ଞା ମୁ କହୁଛି କମେଡି କିଙ୍ଗ ନରି ପଣ୍ଡା ଙ୍କ ବିଷୟରେ 

 

 


ଯିଏ ଦୀର୍ଘ ଦିନ   ଧରି କୋଣାର୍କ ଗଣନାଟ୍ୟ ରେ ଅଭିନୟ କରିଥିଲେ 

ଦର୍ଶକଙ୍କୁ  ହସେଇ ବାରେ ସେ ମାହିର , 

ସେ ଯେତେ ବେଳେ ମଞ୍ଚକୁ ଯାଆନ୍ତି ଦର୍ଶକ ଙ୍କ 

କରତାଳି ଜୋରରେ ବାଜି ତାଙ୍କୁ ଆହୁରି ଉତ୍ସାହିତ କରେ 


ଅନେକ ଅନୁଷ୍ଠାନ ଭାୟା  ଦେଇ ସେ ବର୍ତମାନ 

ଯାତ୍ରା ସ୍ବପ୍ନ ମହଲ ରେ କମ ଅଭିନୟ କରୁଛନ୍ତି 

 ତାଙ୍କର କମେଡି ଷ୍ଟାଇଲ ହିଁ ନିଆରା , ତାଙ୍କୁ ବିଭିନ୍ନ ନାମରେ 

ଯାତ୍ରା ପ୍ରେମୀ ମାନେ ସମ୍ବୋଧନ କରନ୍ତି , 

କେତେ ଭୁଆଁ , କେତେବେଳେ ଡାଙ୍ଗ । 

 


 

ଏମିତି ଅନେକ ନାମରେ ତାଙ୍କୁ ସ୍ନେହରେ ଡାକନ୍ତି ଯାତ୍ରା ଫ୍ୟାନ , 

ନରି ପଣ୍ଡା କହନ୍ତି ବ୍ରଜ  ପାଣି ଙ୍କ ପକ୍ଷରୁ ସେ 

ଅଭିନୟ ଶିଖିଥିଲେ , ପାଠ ପଢିବାକୁ ନ ଯାଇ ସେ 

ଲୁଚି ଲୁଚି ରିହର୍ସାଲ ଦେଖିବାକୁ ପିଲା ଦିନେ ଯାଉଥିଲେ , 

ଅନେକ ସଂଘର୍ଷ କରି ଶେଷରେ ସେ ସଫଳ ପାଇଛନ୍ତି। 

 


ତାଙ୍କ ପୁରା ଜୀବନୀ ବିଷୟରେ ଜାଣିବା ପାଇଁ ଆମ ଏହି ଭିଡିଓ 

ଦେଖନ୍ତୁ , ଯାତ୍ରା ସମ୍ବନ୍ଧୀୟ ନୂଆ ନୂଆ ଭିଡିଓ ଦେଖିବା ପାଇଁ 

ଆମ ପେଜକୁ like  କରନ୍ତୁ , 

ଆମ youtube ଚାନେଲ କୁ subscribe କରନ୍ତୁ

ଧନ୍ୟବାଦ ଜୟ ଜଗନ୍ନାଥ 



 

Post a Comment

0 Comments