ଯାତ୍ରା ରେ ବାହା ହେଲି ବୋଲି ଶାଶୁ ଘୁ ମୁ ଦୂରେଇଗଲି jatra jodi bapi mamuni exclusive interview


 

 ନମସ୍କାର ଦର୍ଶକ ବନ୍ଧୁ ଆପଣ ଙ୍କୁ ଆମ ପୋର୍ଟାଲ କୁ ସ୍ବାଗତ , 

ଆଜ୍ଞା ଦିନ ଥିଲା ସମସ୍ତେ ଜାତି , ଧର୍ମ କୁ ଦେଖୁଥିଲେ , 

ନିଜ ଜାତିରେ ବିବାହ କରୁଥିଲେ କିନ୍ତୁ ବର୍ତମାନ କେତେକାଂଶ 

ଜାଗାରେ ଏହି ଜିନିଷ ଉପରେ ଗୁରୁତ୍ବ ଦିଆଯାଉନି 


ଆଉ କେତେ ଜାଗାରେ ଏବେ ବି ସେହି ଜାତି ପ୍ରଥାକୁ 

ଆଖି ଆଗରେ ରଖି ଚାଲୁଛନ୍ତି , ସମାଜ କଥା ତେଣିକି ଥାଉ 

ଆମେ ଆଜି କଥା ହବ ଯାତ୍ରା ଜଗତର ଗୋଟେ ଚର୍ଚିତ 

ଯୋଡି ଙ୍କ ବିଷୟରେ , ଭଦ୍ରକ ଋ ଯାଇ ଶ୍ରୀ ଜଗନ୍ନାଥ ଧାମ 

 


 ପୁରୀ ଝିଅ କୁ ବିବାହ କରିଛନ୍ତି ଯାତ୍ରା ଜଗତର  ଉପସ୍ଥାପକ 

ତଥା ଗାୟକ ବାପି କୁମାର , ଟା ପରେ ଟମକ ଯୋଡି ଆଗକୁ ଯାଇ 

ଚହଳ ସୃଷ୍ଟି କଳା  ବାପି  - ମାମୁନି  ଯୋଡି ନାମରେ , 

ଦ୍ଵାରିକା ଗଣନାଟ୍ୟ ରେ ତାଙ୍କର ଦେଖା ହେଇଥିଲା 

 

ଟା ପରେ ପ୍ରେମ ର ସମ୍ପର୍କ ବିବାହର ରୂପ ନେଲା  

କିନ୍ତୁ ବିବାହ କଲା  ପରେ ମାମୁନି ଙ୍କୁ 2 ବର୍ଷ ଧରି ବାହାରେ

 ରହିବାକୁ ପଡିଥିଲା , କାରଣ ତାଙ୍କ ଶାଶୁ ଘର ଲୋକ ତାଙ୍କୁ 

ଗ୍ରହଣ କରିନଥିଲେ , 

 



ଅନେକ କଷ୍ଟ ସହ୍ୟ ସେ ବାଟ ଚାଲି ଛନ୍ତି ବୋଲି ପ୍ରକାଶ କରିଛନ୍ତି। 

 କିନ୍ତୁ ସମୟ ଗଡିଚାଲିଲା ଆଉ ଡକରା ଆସିଲା ଶାଶୁ ଘରୁ , 

ମାମୁନି ଏବେ ଶାଶୁ ଘରେ ବେଶ ଖୁସି ରେ ଝିଅ ପରି ରହୁଛନ୍ତି , 

ତାଙ୍କ ର ଗୋଟେ ପୁଅ ମଧ୍ୟ ଅଛି , 

 

ସାଇ ବାବା ଙ୍କ ଉପରେ ସେ ପ୍ରଗାଢ ବିଶ୍ବାସ ରଖନ୍ତି , 

ସେ ଏବେ ଯାତ୍ରା ମାୟାନଗରୀ ଅନୁଷ୍ଠାନରେ କାମ 

କରୁଛନ୍ତି , ଅନେକ ଦିନ ପରେ କାମ କଲାପରେ ସେ ମୁଖ୍ୟ 

ନାୟିକା ର ଦାୟିତ୍ବ ନବାର ସୁଯୋଗ ପାଇଛନ୍ତି , 

 


ମାମୁନି ଙ୍କ ମନ ପସନ୍ଦର ନାୟିକା ହଉ ଛନ୍ତି ଡାଲି ଭୂୟାଁ , 

ଡାଲି ଙ୍କୁ ସେ ଭଲ ପାଇବା ସହ ତାଙ୍କ ଅଭିନୟ କୁ ଅନୁସରଣ 

ମଧ୍ୟ କରନ୍ତି  , ସେ ପୋଷାକ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି , 

ନିଜ ବୟସରେ ସେ ଅଧିକ କିଛି କହିଛନ୍ତି 

 


ଏହି ଭିଡିଓ ଦେଖିଲେ ଆପଣ ଜାଣି ପାରିବେ ତାଙ୍କ ଜିବନୀ 

ବିଷୟରେ ସେ କଣ କଣ ସବୁ କହିଛନ୍ତି , 

ଆମ ପୋଷ୍ଟ ପଢି ଥିବାରୁ ଆପଣକୁ ବହୁତ ବହୁତ ଧନ୍ୟବାଦ 

ଯାତ୍ରା ସମ୍ବନ୍ଧୀୟ ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ 

ପେଜକୁ ଲାଇକ କରନ୍ତୁ ।


Post a Comment

0 Comments