ଯାତ୍ରା  ବାଦଶାହା କୋଣାର୍କ  ଗଣନାଟ୍ୟ ର ମହାନାୟକ 

ତଥା ଯାତ୍ରା ଜଗତର ବରିଷ୍ଠ କଳାକାର ଦୈତାରୀ ପଣ୍ଡା କିଛି 

ଦିନ ପାଇଁ କିଛି ଅନୁଷ୍ଠାନକୁ  ଚାଲି ଯାଇଥିଲେ , 

ଅନେକ ଦିନ ଧରି ଯାତ୍ରାରେ ଲମ୍ବା  ଇନିଙ୍ଗସ ଖେଳି ଆଜି 


ଯାତ୍ରା ପ୍ରେମୀ ଙ୍କ ହୃଦୟ ରେ ନିଆରା ଜାଗା ତିଆରି କରି ସାରିଛନ୍ତି , 

ସବୁ ପ୍ରକାର ଚରିତ୍ର ରେ ଅଭିନୟ କରି ସେ ଆଜି ମଧ୍ୟ 

ଯାତ୍ରା ପ୍ରେମୀ ଙ୍କୁ କିମିଆ କରିସାରିଛନ୍ତି , 

ଦୀର୍ଘ 4 ଦଶନ୍ଧି ଧରି ଗୋଟିଏ ପରେ ଗୋଟିଏ ହିଟ୍ 

 


ନାଟକ ଭେଟି ଦେଇଛନ୍ତି ଯାତ୍ରା ପ୍ରେମୀଙ୍କୁ , କଂସେଇଖାନା ଠୁ 

ଆରମ୍ଭ କରି କଉଡି ଖେଳ , ମୁଦ୍ରା ରାକ୍ଷସ , ଜଙ୍ଗଲ ଦସ୍ୟୁ ବିରପାନ , 

ମାଇଚିଆ ଗୋଖଇ ସାହୁ , କଥା ରହିଗଲା  ମଗୁଶୁରକୁ 
 
ଏମିତି ଅନେକ  ନାଟକ  ମାଧ୍ୟମ ରେ  ଆଜି 
 
 
 
ଦୈତାରୀ ପଣ୍ଡା ସମସ୍ତଙ୍କ ଦିଲ ରେ ଅଛନ୍ତି ,  

କେତେବେଳେ ସେ ଦର୍ଶକ ଙ୍କୁ ନିଛକ ଅଭିନୟରେ 
 
କନ୍ଦାନ୍ତି ତ କେବେ ଖତରନାକ ଖଳ ଚରିତ୍ର ରେ ସ୍ତବ୍ଧ କରିଦିଅନ୍ତି 
 
ମଞ୍ଚ , ତାଙ୍କ ଗୁରୁ ଗମ୍ଭୀର ସ୍ବର ରେ ଦୁଲୁକି ଯାଏ ମଞ୍ଚ , 




ଶାନ୍ତି ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ , 
 
ତାଙ୍କ ଅଭିନୟ ଯେ କେହି ଦେଖିଲେ ହୃଦୟ ସ୍ପନ୍ଦନ 
 
ବଢିଲା ପରି ଲାଗେ , ସେଥି ପାଇଁ ଦୈତାରୀ ପଣ୍ଡା ଆଜି 
 
ମଧ୍ୟ ବେଶ ଚର୍ଚିତ , 
 
 
 
ଯାତ୍ରା ଟାଇଗର ଦୈତାରୀ ପଣ୍ଡା ଙ୍କ ଘର ବାଲେଶ୍ବର ଜିଲ୍ଲା 
 
ଓଉପଦା ଗ୍ରାମରେ , ତାଙ୍କ 6 ଭାଇ ଓ ଗୋଟିଏ ଭଉଣୀ , 
 
ଯାତ୍ରା ଜଗତର ନାମକରା ଖଳନାୟକ ଦାମ ପଣ୍ଡା ହଉଛନ୍ତି 
 
ଦୈତାରୀ ପଣ୍ଡାଙ୍କ ଭିଣୋଇ , 
 
 


 ଦୈତାରୀ ପଣ୍ଡା କହନ୍ତି ଯେ ପର୍ଯ୍ୟନ୍ତ ଯାତ୍ରା ପ୍ରେମୀ ମାନେ 
 
ତାଙ୍କୁ ଭଲ ପାଇବା ଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ମଞ୍ଚରେ 
 
ଥିବେ , ଆଜି ମଧ୍ୟ ସେ ବୟସ ପାଖରେ ହାର ମାନି ନାହାନ୍ତି ,
 
ଅନେକ ଝଡା ଝଞ୍ଜା କୁ ସାମନା କରି ଆଜି ଠିଆ ହେଇଛନ୍ତି
 
 ବୋଲି  ସେର ପ୍ରକାଶ କରନ୍ତି ,
 
 
 
 ବନ୍ଧୁଗଣ ଆପଣ ମାନେ 

ଦୈତାରୀ ପଣ୍ଡାଙ୍କ କୋଉ ଅଭିନୟ କୁ ଭଲ ପାଆନ୍ତି 
 
ସରଳ ଚରିତ୍ର ନ ଖଳ ଚରିତ୍ର ଏବଂ ଆଜି ଯାଏ ଆପଣଙ୍କୁ

କୋଉ ନାଟକଟି ଆପଣଙ୍କୁ ଭଲ ଲାଗିଛି 

ନିଜର  ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ .
 
 

 
 
 
 ଏମିତି ନୂଆ ନୂଆ  ପୋଷ୍ଟ ପାଇଁ ଆମ ଚାନେଲ କୁ 
 
subscribe କରନ୍ତୁ ଏବଂ ଆମ ଫେସବୁକ୍ ପେଜକୁ 

like କରନ୍ତୁ , 
 
ଧନ୍ୟବାଦ ଜୟ ଜଗନ୍ନଥ

 
 

Post a Comment

0 Comments