ନମସ୍କାର ଦର୍ଶକବନ୍ଧୁ ଆପଣଙ୍କୁ ଆମ ପୋର୍ଟାଲ କୁ ସ୍ଵାଗତ
ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି ଆମ ଓଡ଼ିଶା କଳା ଓ ସଂସ୍କୃତି ର ରାଜ୍ୟ
ଏଠି ବାର ମାସରେ ତେର ପର୍ବ ପାଳନ କରାଯାଏ , ଦୀପାବଳି , ନୂଆବର୍ଷ
ହୋଲି ଅନେକ ପର୍ବ ପାଳନ କରନ୍ତି ,
ଆମେ ପରିବାର ରେ ଏହି ସବୁ ପର୍ବ ଖୁବ ଧୂମ ଧାମ ରେ
ପାଳନ କରନ୍ତି , କିନ୍ତୁ ଯେତେବେଳେ ଆମେ ବାହାରେ ରହନ୍ତି ସେହି
ସମୟରେ ଆମେ ପରିବାରକୁ ବହୁତ ମନେ ପକାନ୍ତି , ବିଶେଷ କରି
ଆସନ୍ତୁ ଜାଣିବା , ଯାତ୍ରା ଅନୁଷ୍ଠାନରେ କେମିତି ପର୍ବ ପର୍ବାଣି
ପାଳନ କରାଯାଏ ,
ଆଜି ଜାଣିବା ଯାତ୍ରା ଅନୁଷ୍ଠାନ କୋଣାର୍କ ଗଣନାଟ୍ୟରେ କଳାକାର
ମାନେ କିପରି ଘର ଠୁ ଦୂରରେ ରହି ଭାଇଚାର ର ଧାରା
ବଜାୟ ରଖି ଆନନ୍ଦ ର ସହ ହୋଲି ର ପର୍ବକୁ ଖୁସିର ସହ ପାଳୁଛନ୍ତି
ଯେଉଁ ଅନୁଷ୍ଠାନରେ ଅଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡା , ବସନ୍ତ ସାହୁ ,
ନାୟଜ ଜିତୁ , ରତି , ମୁନା , ମହିଳା ନଳିନୀ , ମିଟୁନ , ପୂଜା, ରୂପା ,
ସିଙ୍ଗର ଓମ କୁମାର , ମନୋରମା , ଉପସ୍ତାପକ କ୍ରୀଷ୍ଣା କୁମାର
ସମସ୍ତେ ରଙ୍ଗର ପର୍ବ ହୋଲି କୁ ଉପଭୋଗ କରୁଛନ୍ତି ,
ଏହି ବର୍ଷ ହୋଲି ଦିନ ଯାତ୍ରା ପାର୍ଟି ସିପଟିଙ୍ଗ ଥିଲା ତଥାପି କଳାକାର
ମାନେ ରଙ୍ଗ ର ପର୍ବକୁ କୁ ପାଳିଚନ୍ତି ,
ବାଲେଶ୍ବର ଜିଲ୍ଲା ରେ ପହଞ୍ଚି ସମସ୍ତେ ମଜା ମସତ୍ୟ କଲେ ,
ଘର ଠୁ ଦୂରେଇ ଯାତ୍ରାରେ ରହି ସମସ୍ତେ ଆନନ୍ଦର ସହ ବେଶ
ଖୁସି ରେ ଅଛନ୍ତି , ଆସନ୍ତୁ ଜାଣିବା ସମସ୍ତେ କଣ କରୁଛନ୍ତି ,
ଆଗକୁ ଏମିତି ଯାତ୍ରା ସମ୍ବନ୍ଧୀୟ ତଥ୍ୟ ପାଇବା ପାଇଁ
ଆମ youtube ଚାନେଲକୁ subscribe କରନ୍ତୁ ,
ଆମ facebook ପେଜକୁ ଲାଇକ କରନ୍ତୁ



0 Comments