ନମସ୍କାର ପାଠକ ବନ୍ଧୁ ଆପଣଙ୍କୁ ଆମ ପୋର୍ଟାଲକୁ ସ୍ବାଗତ,
ଆମେ ସମସ୍ତେ ଯାତ୍ରା ଦେଖିବାକୁ ପସନ୍ଦ କରନ୍ତି ଆଉ ତା ଭିତର
ଅନେକ ତଥ୍ୟ ଜାଣିବାକୁ ଇଛା ମଧ୍ୟ କରନ୍ତି , ସେମିତି ଆଜି
ଆମେ ଜାଣିବା ଯାତ୍ରା ଜଗତର ସୁନାମ ଧନ୍ଯ ଯାତ୍ରା ଅନୁଷ୍ଠାନ
କୋଣାର୍କ ଗଣନାଟ୍ୟ ସମ୍ପର୍କରେ ,
ବନ୍ଧୁଗଣ ଆପଣ ଜାଣନ୍ତି ଗୋଟେ ଯାତ୍ରା ଅନୁଷ୍ଠାନରେ କଣ କଣ
ସାଉଣ୍ଡ ରହେ , ସେହି ବିଭାଗ ପାଇଁ କେତେ ଜଣ ନିୟୋଜିତ
ହେଇଥାନ୍ତି, ଯାତ୍ରା ସାଉଣ୍ଡ ଜିନିଷ ଯିବା ପାଇଁ କେତୋଟି
ଗାଡି ର ବ୍ୟବହାର କରାଯାଇଥାଏ ।
ସାଉଣ୍ଡ ଜିନିଷ ସିପଟିଙ୍ଗ ଦିନ ଗାଡିରେ କେମତି ସାଇତି ରଖାଯାଏ,
ଅପରେଟର ଙ୍କୁ ସାହାଜ୍ୟ କରିବା ପାଇଁ କେତେଜଣ କର୍ମଚାରୀ
ରୁହନ୍ତି ? ସେମାନେ କୋଉଠି ରୁହନ୍ତି , ଖାଇବା ପିଇବାର
ବନ୍ଦୋବସ୍ଥ କିପରି ରହେ?
ନାଟକ ଏବଂ ମେଲୋଡି ପାଇଁ ସାଉଣ୍ଡ ଅଲଗା
ସେଟିଂ କରିବାକୁ ପଡେ କି ? ନାଟକ ପାଇଁ କେତୋଟି ଫୋନ
ବ୍ୟବହାର କରାଯାଏ , ମେଲୋଡି ପାଇଁ କୋଉ ଫୋନ
ବ୍ୟବହାର ହୁଏ ।
ନାଟକ ଆରମ୍ଭ ହବା ପରେ ଗୀତ ଗାଇବା ପାଇଁ ଯେଉଁ ସାଉଣ୍ଡ
ରହେ ତା ପଛର କାହାଣୀ କଣ ? ସଙ୍ଗୀତ ରେ ଯେଉଁ ସବୁ ବାଦ୍ୟଯନ୍ତ୍
ର ଲାଗେ ସାଉଣ୍ଡ ର ବ୍ୟବସ୍ଥା କଣ କଣ ଥାଏ ,
ନାଟକ ସରିବା ପରେ ସାଉଣ୍ଡ ଜୋନ ମାଇକ୍ରୋଫୋନ
ଖୋଲିକି ରଖାଯାଏ କି ?
ଯଦି ସାଉଣ୍ଡ ଅପରେଟର ପାର୍ଟି ବଦଳାନ୍ତି ତେବା ନୂଆ କରି
ତାଙ୍କୁ ଅଭ୍ୟାସ କରିବାକୁ କେତେ ଦିନ ସମୟ ଲାଗେ , ଏହି ସବୁ
ପ୍ରଶ୍ନ ର ପାଇବା ପାଇଁ ଆସନ୍ତୁ ଦେଖିବା ଏହି ଭିଡିଓ ,
କୋଣାର୍କ ଗଣନାଟ୍ୟ ର ଶବଦ୍ଧ ପରିଚାଳକ ଦିପୁ ବାବୁ କଣ କହୁଛନ୍ତି
ସାଉଣ୍ଡ ପ୍ରତି ତାଙ୍କର ଅବଦାନ କଣ ଆସନ୍ତୁ ଜାଣିବା ,
ଏମିତି ଯାତ୍ରା ସମ୍ବନ୍ଧୀୟ ନୂଆ ନୂଆ ଜିନିଷ ଜାଣିବା
ପାଇଁ ଆମ ଚାନେଲ କୁ subscribe କରନ୍ତୁ ,
ଆମ facebook ପେଜକୁ like କରନ୍ତୁ ।
ଆମ ପୋଷ୍ଟ ପଢିଥିବାରୁ ଆପଣଙ୍କୁ ବହୁତ ବହୁତ
ଧନ୍ୟବାଦ । ଜୟ ଜଗନ୍ନାଥ




0 Comments