ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ସ୍ୱାଗତ ,
ବନ୍ଧୁଗଣ ଆଜି ଆମେ ଜାଣିବା ଏକ ଭିତିରି କଥା ଅତୀତ ର
ଟେଲିଭିଜନ ରେ ପ୍ରସାରିତ ହେଇଥିବା ପ୍ରଥମ ରିଏଲିଟି ସୋ
ସାର୍ଥକ ଟିଭିର ' ସ୍ୱର ଓଡ଼ିଶାର ' ର ବିଜୟିନୀ ଙ୍କ ମନର କଥା
ତାଙ୍କ ଘର କୋଉଠି , ଘରେ କିଏ କିଏ ଅଛନ୍ତି
ସେ ଓଲିଉଡ ରେ କୋଉ ସିନେମାରେ ଗୀତ ଗାଇଛନ୍ତି , କେମିତି ଥିଲା
ତାଙ୍କ ସଂଘର୍ଷ କାହାଣୀ , ସେ ଗୀତ ପାଇଁ କେତେ ସମୟ ଅଭ୍ୟାସ
କରନ୍ତି ,
ନନ୍ଦିନୀ ଙ୍କ ମନ ପସନ୍ଦର ସିଙ୍ଗର କିଏ ? ତାଙ୍କ ବାପା ମା
କଳାକାର କି ? ଆଜ୍ଞା ହଁ ନନ୍ଦିନୀ ବେହେରା ଙ୍କ ବାପା
ପ୍ରଥମେ ଯାତ୍ରା ଅନୁଷ୍ଠାନର ଜଣେ ଚର୍ଚିତ ତବଲା ବାଦକ ଥିଲେ
ଏବଂ ତାଙ୍କ ମା ଜଣେ ଗାୟିକା ,
ସ୍ୱର ଓଡ଼ିଶାର ବିଜୟନୀ ନନ୍ଦିନୀକୁ ଯାତ୍ରା ମଞ୍ଚରୁ ସ୍ୱାଗତ କରିଛନ୍ତି
ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ର ପ୍ରଯୋଜକ ଶ୍ରୀ
ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ , ଆଜ୍ଞା ହଁ
ତୁଳସୀ ଗଣନାଟ୍ୟ ରେ 6 ଜଣ ସିଙ୍ଗର ଅଛନ୍ତି
ନନ୍ଦିନୀ ହଉଛନ୍ତି ସମସ୍ତଙ୍କ ପ୍ରିୟ ଗାୟିକା , ନନ୍ଦିନୀ
ବାହାଘର କୁ ନେଇ ସେ କଣ କହୁଛନ୍ତି , ତାଙ୍କ ଭାବି
ସ୍ୱାମୀ କଣ କରନ୍ତି , ତାଙ୍କ ବାହାଘର କେବେ , ବାହାଘର
ପରେ ସେ ଆଉ ଯାତ୍ରାରେ ରେ ରହିବେ କି ନାହିଁ ।
ଯାତ୍ରା କୁ ଆସିବା ପରେ କୋଉ ଗୀତା ଗାଈ ସେ ଆହୁରି
ଲୋକ ପ୍ରିୟ ହେଇପାରିଛନ୍ତି , ଆଜ୍ଞା ହଁ ନନ୍ଦିନୀ ଙ୍କ
ହାତ ଧରି ବାଟ ଚାଲୁଥିବ ଗୀତ ଏ ବର୍ଷ ପୁରା ଭାଇରାଲ ,
40 ଲକ୍ଷ୍ୟ ଋ ଅଧିକ ଲୋକ ଦେଖି ସାରିଲେଣି
ଚଳିତ ବର୍ଷ ନନ୍ଦିନୀଙ୍କ କୋଉ ଗୀତଟି ସଙ୍ଗୀତ ପ୍ରେମୀଙ୍କୁ
ଭଲ ଲାଗିଛି, ସ୍ୱର ପାଇଁ ସେ କେତେ ସଜାଗ ରୁହନ୍ତି ,
ସ୍ୱର ଓଡ଼ିଶାର ଏପିସୋଡ ତାଙ୍କ ପାଇଁ କେତେ ସଂହର୍ଷ ଥିଲା ?
ନନ୍ଦିନୀ ଙ୍କ ଅନେକ କଥା ଜାଣିବା ପାଇଁ ଆସନ୍ତୁ ଆମେ ତାଙ୍କ
ସାକ୍ଷାତକାର ଦେଖିବା , ତାଙ୍କ ସାକ୍ଷାତକାର ନବା ପାଇଁ
କ୍ୟାମ୍ପ ରେ ପହଞ୍ଚିଥିଲେ କୋଣାର୍କ ଗଣନାଟ୍ୟର
ଉପସ୍ଥାପକ କ୍ରୀଷ୍ଣା କୁମାର , ଉଭୟ ଗୋଟିଏ ମାଟି ରୁ
ଆସିଥିବାରୁ ଦୁହିଙ୍କ ବାର୍ତ୍ତାଳାପ ଖୁବ ମଜାଦାର ଥିଲା ।
ଏମିତି ନୂଆ ଯାତ୍ରା ଜିନିଷ ଜାଣିବା ପାଇଁ ଆମ ଚାନେଲକୁ
subscribe କରନ୍ତୁ , ଆମ facebook ପେଜକୁ
like କରିବା ସହ follow କରନ୍ତୁ , ଆମ ପେଜକୁ ଆସିଥିବାରୁ
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ,
ଜୟ ଜଗନ୍ନାଥ




0 Comments