ଯାତ୍ରା ରେ ସୁଟିଂ ହେଲେ କାହିକି ମଟନ ରୋଷେଇ ହୁଏ - jatra party mess motton chicken paneer cooking for all member


 

  ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ପୋର୍ଟାଲକୁ ସ୍ୱାଗତ 

ଆଜିର ବିଷୟ ଯାତ୍ରା ଅନୁଷ୍ଠାନରେ ବିଶେଷ କରି 

ଯେତେ ବର୍ଷ ଶେଷରେ ନାଟକ tv ପାଇଁ ସୁଟିଂ କରାଯାଏ 

ସେତେବେଳେ ସମସ୍ତ ଙ୍କ ମନ ଖୁସି କରିବା ପାଇଁ ପ୍ରଯୋଜକ

ମନରେ  ଗୋଟେ ଆଶା ଥାଏ  ।




କାରଣ ଯୋଉ ଦିନ ସୁଟିଂ କରାଯାଏ ସମସ୍ତେ  ପରିଶ୍ରମ କରନ୍ତି 

ନାଟକ ପରିସମାପ୍ତି ହେଲା ପରେ ଚେୟାର ସଜାଡି ବା ସହ 

ଝାଲର ବାନ୍ଧି ବହୁତ ପରିଶ୍ରମ କରିଥାନ୍ତି ,  ସୁଟିଂ ପାଇଁ ଯେତେ 

ଜଣ କର୍ମ ଚାରି  ଆସନ୍ତି ସେମାନଙ୍କୁ ଚାହା , ପାଣିର ବ୍ୟବସ୍ଥା 

 


 

ଏମିତି ଅନେକ କମ କରିବାକୁ ପଡେ ,  ଆଜ୍ଞା ହଁ ନାଟକ 

ବିଶେଷତଃ ଶୀତ ଦିନେ ସୁଟିଂ କରାଯାଏ ,   କାରଣ ସୁଟିଂ ପାଇଁ 

 ବହୁତ ସମୟ ଲାଗେ ଯାହା ଫଳରେ ଟେଣ୍ଟ ରେ ରହିବା ବହୁଟ କଷ୍ଟ ହୁଏ, 

ସେହି ଦିନ ଯାତ୍ରା ପାର୍ଟିରେ ବହୁତ ମଜା ମସ୍ତି କରନ୍ତି । 

 

200 ଲୋକ ଏକାଠି ଗୋଟିଏ ଜାଗାରେ ବସି ଖାଇବା ପିଇବା ସହ 

ନାଟକ ବିଷୟରେ ଆଲୋଚନା କରନ୍ତି, ଆଜି ଜାଣିବା ନାଟକ

 କେମିତି ସୁଟିଂ ହେଲା ଆଉ କଣ କଣ ଖାଇବା ପିଇବା ହେଲା , 

 କୋଣାର୍କ ଗଣନାଟ୍ୟ ର କିଏ ପୋଛିଡବା ଆଖିର ଲୁହ ସୁଟିଂ

ସାରିଛି ଆଉ କିଛି ପରେ ଟିଭି ପରଦାରେ ଆପଣ ମାନେ ଦେଖି ପାରିବେ , 

 




 ମେଶରେ 150 ଜଣ ଆମିଷ ଖାଇବା ବେଳେ ପାଖାପାଖି 30 

ଜଣ ନିରାମିଷ ଖାଇବେ , ତେଣୁ ମଟନ , ଚିକେନ , ପନିର 

ଦହି ବାଇଗଣ , ପାମ୍ପଡ ସବୁ କିଛିର ଆୟୋଜନ କରାଯାଇଛି ,

 ଆସନ୍ତୁ ଦେଖିବା ଭିଡିଓ କେତେ ମଜା ମସ୍ତି ଚାଲିଛି , 

 


 


ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ facebook ପେଜକୁ 

ଲାଇକ କରନ୍ତୁ , ଆମ youtube ଚାନେଲ କୁ subscribe କରନ୍ତୁ , 

ଆମ ପେଜ visit  କରିଥିବାରୁ ବହୁତ ବହୁତ ଧନ୍ୟବାଦ 

ଜୟ ଜଗନ୍ନାଥ

 

 

 

 

 

 

Post a Comment

0 Comments