konark gananatya news Let's see how they eat in jatra party how much hardship they have to endure

ନମସ୍କାର ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ 

ଆମେ ସମସ୍ତେ ଘରେ କିମ୍ବା ହୋଟେଲ ରେ ଖାଆନ୍ତି କିନ୍ତୁ ଆଜି ଆମେ 

କିଛି ନୂଆ କଥା ଜାଣିବା ଯାତ୍ରା ଅନୁଷ୍ଟାନ ରେ କଣ ଖାଇବାକୁ ମିଳେ ,

ଦିନରେ କେତେଥର ଖାଇବାକୁ ମିଳେ ଆଉ କଣ କଣ ମିଳେ ,


 
 
ଗୋଟିଏ ଯାତ୍ରା ଅନୁଷ୍ଟାନ ରେ ପାଖାପାଖି 200 ଲୋକ କମ କରନ୍ତି ,
 
ସେମାନେ ଏକାଠି ଖାଆନ୍ତି କି ନହିଁ ଆମେ ଜାଣିବାକୁ ଚାହାନ୍ତି  
 
ଆମ ମନରେ ପ୍ରଶ୍ନ ସୃଷ୍ଟି ହଉଥିବ ସେମାନେ ରାତିରେ ଯାତ୍ରା କରନ୍ତି
 ସକାଳେ ଘରକୁ 
 
ଯାଆନ୍ତି ଖାଆନ୍ତି କେତେବେଳେ ?
 
 
 
anchor krishna kumar 


ଯାତ୍ରା ପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ ?

ଯାତ୍ରା ପାର୍ଟି ରେ ଆମିଷ ହୁଏ କି ନାହିଁ ,

ଗୋଟେ ସପ୍ତାହ ରେ କେତେ ଦିନ ଆମିଷ ହୁଏ  

ଆମିଷରେ କଣ କଣ ପ୍ରସ୍ତୁତ ହୁଏ , ସମସ୍ତଙ୍କୁ ସମାନ 

ପରିମାଣରେ ଖାଦ୍ୟ ମିଳେ କି ନାହିଁ 

ରୋଷେଇ ଶାଳ ରେ କେତେ ଜଣ କର୍ମକର୍ତା ରୁହନ୍ତି ?

ଖାଇବା ସାମଗ୍ରୀ କେମିତି ମେଶକୁ ଆସେ ?

ଯାତ୍ରା ମେଶ ମ୍ୟାନେଜର କେତେଜଣ ଅଛନ୍ତି ?

ଗୋଟିଏ ଜାଗା ରୁ ଅନ୍ୟ ଏକ ଜାଗାକୁ ପାର୍ଟି ପରିବର୍ତନ ହେଲା ପରେ 

ରୋଷେଇ ଆୟୋଜନ କେମିତି କରାଯାଏ 

ଏମତି ଅନେକ ପ୍ରଶ୍ନ ?

                  ପିୟୁଷ ତ୍ରିପାଠୀ     

ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏ ସବୁର ରାଜ 

ଏହି ଭିଡିଓ 10 ଲକ୍ଷ୍ୟ ଋ ଅଧିକ ଦେଖି ସାରିଲେଣି 

କୋଣାର୍କ ଗଣନାତ୍ୟର ରୋଷେଇ ଶାଳ । 

 
 
 

ଏମିତି ନୂଆ ନୂଆ ଭିଡିଓ ପାଇଁ ଆମ ପେଜକୁ follow କରନ୍ତୁ 

ଧନ୍ୟବାଦ ଜୟ ଜଗନ୍ନାଥ 

Thanks for Watching




 

                                      




Post a Comment

0 Comments