ଯାତ୍ରା ଜଗତର ବର୍ଷିୟାନ ଅଭିନେତା କୈଳାସ ବେହେରା କୋଉ କୋଉ
ନାଟକ ରେ ପ୍ରଶଂସା ସାଉଁଟି ଛନ୍ତି ଜାଣିଲେ ଆପଣଙ୍କ ହୃଦୟର ନିବୃତ
କୋଣରେ ତାଙ୍କ ପାଇଁ ଛୋଟିଆ ଘର ଟିଏ ତୋଳିପାରିବେ
ଏ ସମ୍ପର୍କରେ କୈଳାସ ବେହେରାଙ୍କ ଏକ ମାତ୍ର ପୁଅ କଣ କହୁଛନ୍ତି ଆସନ୍ତୁ ଲକ୍ଷ ପକେଇବାଆଉ ଅନେକ କିଛି ଜାଣିବା ଯାତ୍ରା ଜୀବନୀ ବିଷୟରେକଣ କଣ ଲକ୍ଷ ରହିଛି
ସେ ବର୍ତମାନ କୋଉ ଯାତ୍ରା ଅନୁଷ୍ଟାନରେ ଅଛନ୍ତି
କଣ ଅଭିନୟ କରନ୍ତି କଣ କଣ ଚରିତ୍ର ପାଇଛନ୍ତି
ସେ ବର୍ତମାନ ଯାତ୍ରା ରାଜନଂଦିନି ରେ କାର୍ଯରତ ଅଛନ୍ତି
ସମ୍ପୂର୍ଣ ତଥ୍ୟ ପାଇଁ ଭିଡିଓ ଦେଖନ୍ତୁ
ଆଶା କରିବି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ
ଧନ୍ୟବାଦ ଜୟ ଜଗନ୍ନାଥ

.jpeg)
0 Comments