ନମସ୍କାର ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ
ଆମେ ସମସ୍ତେ ମନୋରଞ୍ଜନ ପାଇଁ ଅନେକ ମାଧ୍ୟମ ଖୋଜନ୍ତି
କେବେ ଖେଳ ବୁଲ କରିବା ସାଙ୍ଗକୁ ପାର୍କ ବୁଲନ୍ତି
ଆଉ ଫିଲ୍ମ ମଧ୍ୟ ଦେଖନ୍ତି
ସେମିତି ଓଡ଼ିଶାର ଏକ କଳା ଓ ସଂସ୍କୃତି କୁ ଜାବୁଡି ଧରି
ଥିବା ମାଧ୍ୟମ ବା ଅନନ୍ୟ ସଂସ୍ଥା ହଉଚି ଯାତ୍ରା ।
ଯାତ୍ରା ରେ ଗୋଟିଏ ବର୍ଷରେ କେତେ ଥର ଛୁଟି ହୁଏ
ଆଉ କେତେ ଦିନ ଛୁଟି ହୁଏ ?
ସମୁଦାୟ ଛୁଟି କେତେ ଦିନ ହେଇଥାଏ ?
![]() | |||||||
| ସଞ୍ଜୟ ଭୋଳ |
ଅନେକ ଯୁବପିଡ଼ି ଏବେ ଯାତ୍ରା ମୁହାଁ
ଅନେକ ଉଚ୍ଚ ଶିକ୍ଷିତ ଏବେ ଯାତ୍ରା ଦେଖିବାକୁ ଚାହାନ୍ତି
ଓଡ଼ିଶାରେ ଅନେକ ନାଟ୍ୟ ଅନୁଷ୍ଠାନ ଅଛି ତନ୍ମଧ୍ୟରୁ
ଯାତ୍ରା ବାଦଶାହା କୋଣାର୍କ ଗଣନାଟ୍ୟ ଅନ୍ୟତମ
ଯୋଉ ଅନୁଷ୍ଠାନରେ ଯାତ୍ରା ଜଗତର ପିତା ମହ ଭୀଷ୍ମ ଯାତ୍ରା ଟାଇଗର
ଦୈତାରୀ ପଣ୍ଡା ଅଛନ୍ତି
ଅନେକ ଜଣାଶୁଣା କଳାକାର ମଧ୍ୟ ଅଛନ୍ତି ବସନ୍ତ ସାହୁ ରତି ,ଜିତୁ, ମୁନା,
ପଦରାଉତ, କମେଡି ମୁନା ଏବଂ ନାୟିକା ଭିତରେ
ମିଟୁନା ନଳିନୀ
ପୂଜା ରୁପା ଲିଲି ରୁନୁ ଝରଣା ଅଛନ୍ତି
ଯାତ୍ରା ବା ଅପେରା ଆଜିର ତାରିଖରେ ଯାତ୍ରା ଦେଖିବା ପାଇଁ
ଅନେକ ସୁବିଧା ବ ହେଇସାରିଲାଣି
ଅତ୍ୟାଧୁନିକ ଲାଇଟ ସାଉଣ୍ଡ ସାଙ୍ଗକୁ ସିସିଟିଭି କ୍ୟାମେରା
ଏମିତିକି ସମସ୍ତ ପାଇଁ ଆଡ଼ଭାନ୍ସ ଟିକେଟ କାଟିବ ପାଇଁ
ମଧ୍ୟ ଯୋଗାଯୋଗ ନମ୍ବର ମିଳିଗଲାଣି
ସଙ୍ଗୀତ ଆଉ ନୃତ୍ୟ ର ମଧ୍ୟ ଢେର ସାରା ଚାହିଦା ରହିଛି
ସୁଦୂର ଛତିଶଗଡ଼ ରୁ ଆସିଥିବା ଓମ୍ କୁମାର ଙ୍କ
ଫ୍ୟାନ ଙ୍କ କ୍ରମାଗତ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି
ଓମ କୁମାର ଙ୍କ ଝୁମୁଛନ୍ତି ଦର୍ଶକ
ସଙ୍ଗୀତ ଓ ନୃତ୍ୟ ମଝିରେ ଉପସ୍ତାପନାର ଦାୟିତ୍ବ
ନେଇଛନ୍ତି ଉପସ୍ଥାପକ କ୍ରୀଷ୍ଣା କୁମାର ଏବଂ ଉପସ୍ଥାପିକା ସ୍ବାତୀ
![]() |
| କ୍ରୀଷ୍ଣା କୁମାର ଓ ସ୍ବାତୀ |
ଏବେ ଆସନ୍ତୁ ଦେଖିବା ତିମରେ କେମତି ଚୁଟିପାଇଁ ମସ୍ତି ଚାଲିଛି
ଭିଡିଓ ଟି ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଆହୁରି ନୂଆ ନୂଆ ବିଡି ପାଇଁ ଆମ youtube channel Anchor Krishna Kumar
subscribe କରନ୍ତୁ
ଆମ facebook କୁ like କରିବା ସହ follow କରନ୍ତୁ
ଜୟ ଜଗନ୍ନାଥ



.jpeg)



0 Comments