ନମସ୍କାର ପାଠକ ବନ୍ଧୁ ଆପଣଙ୍କୁ ଆମ ପୋର୍ଟାଲ କୁ ସ୍ବାଗତ
ବନ୍ଧୁଗଣ ଆମେ ଯାତ୍ରା ର ଅଭିନୟ ଦେଖୁଛନ୍ତି ସତ ।
ଯାତ୍ରା ମଞ୍ଚରେ ଯାତ୍ରା କଳାକାର ଙ୍କ ମନଛୁଆଁ ଅଭିନୟ ଦେଖି
ଆମେ ବିଭୋର ହେଇଯାନ୍ତି ।
କାରଣ ଯାତ୍ରା କଳାକାର ଙ୍କ ଅଭିନୟରେ ବାସ୍ତବତା ଥାଏ
ସେମାନେ ଦର୍ଶକଙ୍କ ସମ୍ମୁଖରେ ନିଜର ଅଭିନୟ
ପରିବେଷଣ କରିଥାନ୍ତି ଓ ଦର୍ଶକ ଙ୍କ ଆଦୃତ ହେଇଥାନ୍ତି
ଯାତ୍ରାପ୍ରେମୀ ଙ୍କୁ ମଞ୍ଚାଭିମୁଖୀ କରେଇବାରେ ସଫଳ ହେଇଥାନ୍ତି ।
ଅତୀତ କଥା ଯଦି ଆମେ ଆଲୋଚନା କରିବା ଯାତ୍ରା ଖବର
ପ୍ରଚାର ପ୍ରସାର ହବା ଏତେ ସହଜ ନଥିଲା
କିନ୍ତୁ ଏବେ ଆଧୁନିକରଣ ଯୁଗ ଉପଯୋଗୀ ସୋସିଆଲ ମିଡ଼ିଆ
ମାଧ୍ୟମରେ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚି ପାରୁଛି ।
ପ୍ରଥରେ ଯାତ୍ରା ପ୍ରଚାର ଗାଡି ସାହାଜ୍ୟ ରେ ଯାତ୍ରା ଖବର ପହଞ୍ଚୁ ଥିଲା
କିନ୍ତୁ ଏବେ ଯାତ୍ରା କ୍ୟାମ୍ପ ରେ ପହଞ୍ଚିବା ଆଗରୁ ତିକନିଖ ଖବର
ଯାତ୍ରା ପ୍ରେମୀ ଜାଣି ପାରୁଛନ୍ତି ଆଉ ନିଜ ମନ ପସନ୍ଦର
ନାଟକ ଦେଖିପାରୁଛନ୍ତି ।
ଆଜ୍ଞା ଆମେ ଜାଣିବା ଯାତ୍ରା ଜଗତର ସୁନାମଧାନ୍ୟ ନାଟ୍ୟ ଅନୁଷ୍ଠାନ ଯାତ୍ରା
ବାଦଶାହା କୋଣାର୍କ ଗଣନାଟ୍ୟ ସମ୍ପର୍କରେ ଆଗାମୀ କ୍ୟାମ୍ପ ସୂଚନା କେମିତି
କଳାକାର ମାନେ ଯାତ୍ରା ପ୍ରେମୀଙ୍କ ନିକଟରେ ପହଞ୍ଚେଇବାକୁ
ଚେଷ୍ଟା କରନ୍ତି , କଳାକାର ଓ କର୍ମକର୍ତା ମିଶି ଯାତ୍ରା ବିଷୟରେ ଅବଗତ କରାନ୍ତି ।
ତେବେ ଆସନ୍ତୁ ଆମେ ଜାଣିବା ଆଗାମୀ କ୍ୟାମ୍ପ କଥା
କେମିତି ଉପସ୍ଥାପନା କରନ୍ତି
ଏମିତି ନୂଆ ନୂଆ ଯାତ୍ରା ସମ୍ପର୍କୀୟ ତଥ୍ୟ ପାଇବା ପାଇଁ
ଆମ ପେଜକୁ ଲାଇକ ଓ ସେୟାର କରନ୍ତୁ
ଆମ youtube ଚାନେଲ କୁ subscribe କରନ୍ତୁ
ଆମ facebook ପେଜକୁ ଲାଇକ ଓ ଫଲୋ କରନ୍ତୁ
ଆମ ପୋଷ୍ଟପଢିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଜୟ ଜଗନ୍ନାଥ




0 Comments