ଓଡ଼ିଶାର ସର୍ବଶ୍ରେଷ୍ଠ ରଙ୍ଗମଞ୍ଚ ଭୁବନେଶ୍ବର ଖଣ୍ଡଗିରି ମେଳାରେ କେମିତି ଚାଲିଛି - bhabaneswar khandagiri mela jatra update


 
 
ନମସ୍କାର ପାଠକ ବନ୍ଧୁ ଆମ ପୋର୍ଟାଲ କୁ ଆପଣଙ୍କୁ ସ୍ବାଗତ 
 
ଆଜ୍ଞା ଆପଣ ମାନେ ସମସ୍ତେ ଯାତ୍ରା କମିଟି ଙ୍କ ବିଷୟରେ ଶୁଣିଥିବେ 
 
ଓଡ଼ିଶାର ଅନେକ ନାମିଦାମୀ ଯାତ୍ରା ପେଣ୍ଡାଲ ଅଛି । ହରିପୁର କୁଂଜମେଳା , ବରୁଣେଶ୍ଵର ,
 
ଓଳାଶୁଣି , ଟାଙ୍ଗୀ, ଜଟଣୀ , ପାରାଦୀପ , ମାଣିତରି ,  ଏମିତି ଅନେକ ମଞ୍ଚ । 
 

 


ଠିକ ସେହିପରି ସବୁଠୁ ନିଆରା ସମସ୍ତଙ୍କ ପ୍ରିୟ ରାଜଧାନୀ ମାଟିର 
 
ଖଣ୍ଡଗିରି ମେଳା ଯୋଉ ପେଣ୍ଡାଲ କୁ 10 ଟି ପାର୍ଟି ଋ 12 ଟି 
 
ପାର୍ଟି ଯାତ୍ରା ପରିବେଷଣ କରିବାକୁ ଆସନ୍ତି । କିଛି ବର୍ଷ କୋଭିଡ ମହାମାରୀ 

ପାଇଁ ଯାତ୍ରା ବନ୍ଦ ଥିବା ବେଳେ   ଚଳିତ ବର୍ଷ 



ଯାତ୍ରା ପାଇଁ ଅନୁମତି ମିଳିଛି ଏହାପରେ ଯାତ୍ରା ପ୍ରେମୀଙ୍କ ମନରେ 

ଖୁଶିର ଲହରୀ ଖେଳି ଯାଇଛି , ଏହି ପେଣ୍ଡାଲ  କୁ 
 
ଓଡ଼ିଶାର କୋଣ  ଅନୁକୋଣରୁ ଦର୍ଶକ ଛୁଟି ଆସନ୍ତି , 



2023 ଖଣ୍ଡଗିରି ମହାସମର ରେ କିଛି ଅଗଧାଡ଼ିର ଯାତ୍ରା 
 
ଅନୁଷ୍ଠାନକୁ ସୁଯୋଗ ମିଳିଥିବା ବେଳେ  ଆଉ କେତୋଟି ପାର୍ଟିକୁ 

 ସୁଯୋଗ ମିଳିପାରିନାହିଁ  ।  ଏବେ ଆସନ୍ତୁ ଜାଣିବା କୋଉ
 
   ପେଣ୍ଡାଲ ରେ କୋଉ ପାର୍ଟି  ଯାତ୍ରା ପରିବେଷଣ କରିବ । 
 

ଜାନୁୟାରୀ 28 ରୁ  ଫେବୃୟାରୀ 10 ତାରିଖ  ଯାଏ 
 
ଖଣ୍ଡଗିରି ମେଳା ଚାଲୁଥିବା ବେଳେ ଜାନୁଆରୀ 30 ରୁ 
 
ଯାତ୍ରା ପାଇଁ ଅନୁମତି ମିଳିଛି , ଫେବୃଆରି 10 ରେ ଯାତ୍ରା 
 
ସମାପ୍ତି କରିବା ପାଇଁ ନିର୍ଦ୍ଧେଶ ଅଛି , ଗୋଟିଏ ଦିନରେ 

ସର୍ବାଧିକ 5 ଟି;ପାର୍ଟି ଯାତ୍ରା ପରିବେଷଣ କରିବ , 
 
 
ଆଗକୁ ନୂଆ ନୂଆ ଯାତ୍ରା ତଥ୍ୟ ପାଇଁ 
 
ଆମ youtube ଚାନେଲ କୁ subscribe କରନ୍ତୁ , 
 
ଆମ ଫେସବୁକ୍ ପେଜ କୁ ଲାଇକ କରନ୍ତୁ  , 
 
ଆମ ପୋଷ୍ଟ  ପଢିଥିବାରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ 

 
 







Post a Comment

0 Comments