ଯାତ୍ରା ଜଗତର ଅନେକ କଥା କହିଲେ ନାଟ୍ୟାଚାଜ୍ୟ ରଘୁନାଥ ପଣ୍ଡାଙ୍କ
ନାତୁଣୀବୋହୁ ସ୍ଵାଗତିକା ପଣ୍ଡା ଓରଫ ଟିକି କଣ କହିଲେ
ଆପଣ ଶୁଣିକି ଆଶ୍ଚର୍ଯ ହେଇଯିବେ ।
ଯାତ୍ରା ରାଜନନ୍ଦିନୀ ରେ ସେ କଣ କରନ୍ତି ଦେଖନ୍ତୁ
ସ୍ୱାଗତିକା ପଣ୍ଡା ଓରଫ ଟିକି ହଉଛନ୍ତି
ନାଟ୍ୟର୍ଚାଯ୍ୟ ଶ୍ରୀ ରଘୁନାଥ ପଣ୍ଡା ଙ୍କ ନାତୁଣୀ ବୋହୁ ।
ଯାତ୍ରା ଜଗତରେ ତାଙ୍କର ବେଶ ପରିଚିତ ରହିଛି |
![]() | |||||||||
ସୁନ୍ଦର ସାକ୍ଷାତକାର ଟିକିଙ୍କ ସହ ସେ ସିଧା ସଳଖ କଥା ହବାକୁ କେତେ ଭଲ ପାଆନ୍ତି
ଜଣେ ଝିଅ କାହାକୁ ଭୟ କରନ୍ତି ନାହିଁ
💖ଏହା ପଛର ରହସ୍ୟ କଣ ଆସନ୍ତୁ ଦେଖିବା
ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ପେଜକୁ ସେୟାର କରନ୍ତୁ
anchor krishna kumar ଚେନାଲକୁ subscriibe କରନ୍ତୁ
ଆମ ପେଜ visit କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଜୟ ଜଗନ୍ନାଥ



0 Comments