ସିନେମା ଜଗତରେ ତାଙ୍କ ଡାକ ନାଁ ହଉଛି 'ମୁନା ଭାଇ ' ।
ବ୍ରାହ୍ମଣ ପରିବାର ରେ ଜନ୍ମ ତାଙ୍କ ର । ଅଭିନେତ୍ରୀ ମାମା ମିଶ୍ର
କୁ ବିବାହ କରି ବେଶ ଖୁସିରେ ଅଛନ୍ତି ।
ସେ ଜଣେ ଉଚ୍ଚ ଶିକ୍ଷିତ , ପ୍ରତିଦିନ ସକାଳେ ଉପର ବେଳା
ସାଇକେଲ ଚଲେଇ ନିଜକୁ ଫ୍ୟାନ ମାନଙ୍କ ପାଇଁ ଆଜି ବି
ଫିଟ୍ ରଖିଛନ୍ତି , ଆଜି ଆମେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଖିବା
ଯାତ୍ରା ବାଦଶାହା କୋଣାର୍କ ଗଣନାଟ୍ୟ ରେ।
ଆଜି ଅତିଥି ରୂପରେ ତାଙ୍କୁ ନିମନ୍ତ୍ରଣ କରାଯାଇଛି
ଦେଖିବାପାଇଁ ଦର୍ଶକଙ୍କ ପ୍ରବଳରୁ ଅତି ପ୍ରବଳ ଭିଡ , ହଜାର
ହଜାର ଦର୍ଶକ ବହୁ ଦୂରରୁ ଆସି ତାଙ୍କୁ ଦେଖି ଟିକେ
ମନୋରଞ୍ଜନ କରିବା ସହ ବେଶ୍ ଖୁସି ଅନୁଭବ କରିଛନ୍ତି
ନିଜ ଫିଲ୍ମ ଡାଇଲଗ କହିବା ସାଙ୍ଗକୁ ଗୀତ ମଧ୍ୟ ଗାଇଛନ୍ତି
ସିଦ୍ଧାନ୍ତ , ଦୁଇ ଦଶନ୍ଧି ର ଗୀତ ପୁଚୁକି ଗାଲି ଗାଈ ଛନ୍ତି ସେ
କୋଣାର୍କ ଗଣନାଟ୍ୟ ର ଗାୟିକ ମନୋରମା , ମାହୋଲ
ପୁରା ଜମି ଯାଇଛି, ଫ୍ୟାନ ପୁରା ଖୁସ୍ , ପଇସା ଅସୁଲ ହେଇଚି
ଦର୍ଶକ ବନ୍ଧୁ ଏହି ଭିଡ଼ିଓ ଦେଖିଲାପରେ ଆପଣ ଜାଣିପାରିବେ କେତେ
ଖୁସି ଲାଗିଛି ସେହି ରାତିର ମୁହୁର୍ତ୍ତ , କୋଣାର୍କ ଗଣନାଟ୍ୟ ରେ ତାଙ୍କ
ପାଦ ପଡ଼ିବା ପରେ ସେ ପ୍ରଥମେ ଦୈତାରୀ ପଣ୍ଡା ଙ୍କୁ କୋଳେଇ
ନେଇ ଥିଲେ , ବନ୍ଧୁ ମିଳନରେ ଆହୁରି ଖୁସି ହେଇ ଯାଇଥିଲେ ସିଦ୍ଧାନ୍ତ ।
ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଆମ youtube ଚାନେଲ କୁ
subscribe କରନ୍ତୁ । ଆମ facebook ପେଜ୍ କୁ ଲାଇକ କରନ୍ତୁ ।
ଧନ୍ୟବାଦ ଜୟ ଜଗନ୍ନାଥ



0 Comments