jatra ଫ୍ୟାନ ଙ୍କ ଘରକୁ ବୁଲିଲେ କୋଣାର୍କ ଗଣନାଟ୍ୟ କଳାକାର ( konark gananatya ) ଦେଖନ୍ତୁ ଏକ ବିଶେଷ ମୂହୁର୍ତ୍ତ


 

ନମସ୍କାର ପାଠକ ବନ୍ଧୁ ଆପଣଙ୍କୁ ଆମ ପୋର୍ଟାଲକୁ ସ୍ବାଗତ । 

ଆପଣ ମାନେ ଆଜିକାଲି ଗୀତ ,ଶୁଣିବା, ସହ ନାଟକ

 ଦେଖିବାକୁ ପସନ୍ଦ କରନ୍ତି ,ସେଥିପାଇଁ ସମସ୍ତେ ଯାତ୍ରା ଦେଖିବାକୁ

 ଭଲ ପାଆନ୍ତି , ଯାତ୍ରା ହି ଆଜିର ନିଛକ ସତ ଘଟଣା ଉପରେ 

ଆଧାରିତ ଏକ ମନୋରଞ୍ଜନର ପ୍ରେକ୍ଷାଳୟ । 


ଯାତ୍ରା ଏମିତି ଏକ ମନୋରଞ୍ଜନ ର ମାଧ୍ୟମ ଯାହା ଦୀର୍ଘ 5 

ଘଂଟା ଧରି ଖୋରାଗ ଯୋଗେଇଥାଏ ,ସମସ୍ତେ ଜାଣନ୍ତି ଓଡ଼ିଆ ଯାତ୍ରା 

ଇତିହାସରେ ଅନେକ କଳାକାର ଅଛନ୍ତି କିନ୍ତୁ ଭଦ୍ରକ ଓ 

ବାଲେଶ୍ୱର ଜିଲ୍ଲାରେ ଅଧିକା କଳାକାର ଅଛନ୍ତି । 

 


 

 


ଯେତେ ବେଳେ ଏହି ଭଦ୍ରକ ଓ ବାଲେଶ୍ୱର ମାଟିରେ ଯାତ୍ରା

ପରିବେଷଣ କରାଯାଏ ସେହି ସମୟରେ ସ୍ଥାନୀୟ ଯାତ୍ରା

 ପ୍ରେମୀଙ୍କ  ପ୍ରତିକ୍ରିୟା କଣ ଥାଏ ଆସନ୍ତୁ ଜାଣିବା ,

ଆଜିର ବିଷୟବସ୍ତୁ ଭଦ୍ରକ ଜିଲ୍ଲା ଧାମନଗର ନିକଟସ୍ଥ ଭଗବାନପୁର

 ର ଜଣେ ପୋଖତ ଯାତ୍ରା ପ୍ରେମୀ ଓ ତାଙ୍କ ପରିବାର ଙ୍କ କଥା 



କୋଣାର୍କ ଗଣନାଟ୍ୟ ପ୍ରଥମ ରଜନୀ ନାଟକ ପରିବେଷଣ

 କଲାପରେ କେମିତି ଆଗ୍ରହର ସହ ନିଜ ଘରକୁ 

 ସ୍ୱାଗତ କଲେ ଯାତ୍ରା ପ୍ରେମୀ ଆଜି  କଣ କଣ ଘଟିଲା 

ଏହି ଭିଡ଼ିଓ ଦେଖିଲା ପରେ ଆପଣ ମାନେ ଜାଣି ପାରିବେ  । 





ନିଜ ଘର ଝିଅ ପାଇଁ ବର ଦେଖିବାକୁ ଯିବା ସମୟରେ ମଧ୍ୟ 

କଳାକାର ଙ୍କୁ ସମୟ ଦେଇଥିଲେ ଯାତ୍ରା ପ୍ରତି ଅହେତୁକ 

ଦୁର୍ବଳତା ଥିବା ଯାତ୍ରାପ୍ରେମୀ ଜିତୁ ବାବୁ । ସେ ଅନେକ ଦୂରକୁ ମଧ୍ୟ 

ଯାତ୍ରା ଦେଖିବାକୁ ଯାଆନ୍ତି । 

 

ଜିତୁ ବାବୁଙ୍କ ଘରେ ତାଙ୍କ ସ୍ତ୍ରୀ ଦୁଇ ପୁଅ ଝିଅ ଅଛନ୍ତି , 

ଆଜି ତାଙ୍କ ଶଶୁର ଘର ବାସଭବନ କୁ  ସ୍ବାଗତ କରିଛନ୍ତି, 

କୋଣାର୍କ ଗଣନାଟ୍ୟ ର ଉପସ୍ଥାପକ କ୍ରୀଷ୍ଣା କୁମାର 

ଅଲରାଉଣ୍ଡର ଶ୍ରୀଧର ଆଜିର ଅତିଥି 
 
 
 

 
 
 
ଫ୍ୟାନ ଙ୍କ  ଘରେ ପହଞ୍ଚି ଢେର ମଜା ମସ୍ତି କରିବା ସହ 

ଅନେକ ଆଲୋଚନା କରିଛନ୍ତି ,ତେବେ ଆସନ୍ତୁ ଜାଣିବା 

କେମିତି ଥିଲା ଆଜିର ମୂହୁର୍ତ୍ତ । 





ଆମ ପେଜ visit କରିଥିବାରୁ ଆପଣ ଙ୍କୁ ବହୁତ ବହୁତ 
 
ଧନ୍ୟବାଦ । ଆମ facebook ପେଜକୁ ଲାଇକ କରତୁ 

ଆମ youtube ଚାନେଲକୁ subscribe  କରିବା ସହ 
 
bell icon କୁ ଦବେଇଦିଅନ୍ତୁ ।








Post a Comment

0 Comments