How do jatra artists get their home in odisha - ଯାତ୍ରା କଳାକାର ମାନେ କେମିତି ରୁମ କୁ ଯାଆନ୍ତି

 ନମସ୍କାର ବନ୍ଧୁଗଣ ଆଜିର ନୂଆ ଏକ ଅଧ୍ୟାୟ କୁ ଆପଣଙ୍କୁ ସ୍ବାଗତ 

ଆଜି ଆମେ ଜାଣିବା ଯାତ୍ରା ଜଗତର କିଛି ନୂଆ ତଥ୍ୟ 

 
                                                  ଯାତ୍ରା ଜଗତର ସୁନାମ ଧନ୍ୟ ନାଟ୍ୟ ସଂସ୍ଥା ଯାତ୍ରା ବାଦଶାହା 

କୋଣାର୍କ ଗଣନାଟ୍ୟ 

ସମ୍ପର୍କରେ । ଯାତ୍ରା ପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ 

ଯାତ୍ରା କଳାକାର ମାନେ ଗୋଟିଏ ଜାଗା ରୁ ଅନ୍ୟ ଏକ ଜାଗାକୁ କେମିତି

ଯିବା ଆସିବା କରନ୍ତି  ?

 

 

ଆଜ୍ଞା ହଁ ଆଉ ଗୋଟିଏ କଥା ଆପଣ ମାନଙ୍କୁ କହିବାକୁ 

ଚାହିବି ଗୋଟେ ଯାତ୍ରା ଅନୁଷ୍ଟାନ ରେ 7 ଟି ଗାଡି ରହିଥାଏ । 

ତନ୍ମଧ୍ୟରୁ ଗୋଟିଏ ବସ ଓ 6 ଟି ଟ୍ରକ ହେଇଥାଏ 

ଯେଉଁ  କଳାକାର ମାନେ ନାଟକ ସହିତ ଜଡ଼ିତ ଥାଆନ୍ତି 

ସେମାନେ ବସ ରେ ଯାଆନ୍ତି 

 

                                                       କୋଣାର୍କ ଗଣନାଟ୍ୟ bus


 ସଙ୍ଗୀତ ଓ ନୃତ୍ୟ କଳାକାର ବସ ରେ ଯାଆନ୍ତି

କିଛି କଳାକାର ନିଜ ବ୍ୟକ୍ତିଗତ ଗାଡିରେ ମଧ୍ୟ ଯାଆନ୍ତି 

  ବିଶେଷ କରି ନାୟକ,ନାୟିକା, ଖଳନାୟକ,ଏମିତି କିଛି 

 ପ୍ରମୁଖ କଳାକାର ନିଜ ଗାଡିରେ ଯାଆନ୍ତି 

 

 

କିନ୍ତୁ ନାଟକ ସମାପନ ହବାପରେ ଟେଣ୍ଟ ,ଗେଟ ,ଲାଇଟ ,

ସାଉଣ୍ଡ ,ଝାଲର ଇତ୍ୟାଦି କର୍ମଚାରୀ ଟ୍ରକରେ ଯିବା ଆସିବା କରନ୍ତି 

 


                                                  ଅଧିକ ଜାଣିବା ପାଇଁ ଭିଡିଓ ଦେଖନ୍ତୁ ଧନ୍ୟବାଦ  । 

ଆଶା କରୁଛି ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ

 


 ଯାତ୍ରା ସମ୍ବନ୍ଧୀୟ ଭିଡିଓ ଦେଖିବା ପାଇଁ ଆମ youtube ଚାନେଲ କୁ 

subscribe କରନ୍ତୁ ଆମ facebook ପେଜକୁ ଲାଇକ ଓ follow

କରନ୍ତୁ 

 


 



Post a Comment

0 Comments