ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ସ୍ବାଗତ ,
ସମ୍ପର୍କ ହଉଛି ସବୁଠୁ ବଡ ଜିନିଷ , କିନ୍ତୁ ତାକୁ କିଏ କେତେ
ପରିମାଣରେ ଗୁରୁତ୍ବ ଦିଏ , ସେ କଥା ଜାଣି ହୁଏନି କାରଣ
ଆଜି କାଲିର ଦୁନିଆରେ ନିଜ ପିଲା ମାନେ ନିଜର ହେଉନାହାନ୍ତି ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏଇ ସଂସାରରେ
ସମସ୍ତେ ସ୍ବାର୍ଥକୁ ଭଲ ପାଆନ୍ତି , ତଥାପି ଏମିତି କିଛି ସମ୍ପର୍କ
ଥାଏ ଯାହା ନିଛକ ଭଲ ପାଇବା ରୁ ତିଆରି ହେଇଥାଏ ।
ଯାହା ଆପଣ ମାନେ ଆଜି ଜାଣି ପାରିବେ ,
ଯାତ୍ରା ଜଗତର 3 ଜଣ ଉପସ୍ଥାପକ ବିଷୟରେ ମୁ ଆଜି
ଆପଣଙ୍କୁ କହିବାକୁ ଯାଉଛି , ଜଣେ ହାଉଛନ୍ତି
କୋଣାର୍କ ଗଣନାଟ୍ୟର ଉପସ୍ଥାପକ କ୍ରୀଷ୍ଣା କୁମାର,
ଦିତୀୟ ହଉଛନ୍ତି ଯାତ୍ରା ମାୟା ନଗରୀ ର ବ୍ୟାପୀ କୁମାର,
ଅନ୍ୟ ଜଣେ ହେଲେ ଯାତ୍ରାସ୍ଵର୍ଣମହାଲ ର
ଅଭି । ଗୋଟିଏ ଜାଗାରେ 3 ଜଣ ଙ୍କ ମସ୍ତି ଖୁବ ଜମିଯାଇଛି ।
ପରସ୍ପର ଭିତରେ ଆଲୋଚନା କରିବା ସହ ବନ୍ଧୁତ୍ଵ ର
ଖିଅ କୁ ଆହୁରି ମଜବୁତ କରେଇଛନ୍ତି ସମସ୍ତେ ।
ନିଜର ଆଙ୍କରିଙ୍ଗ ବିଷୟରେ ଯାତ୍ରା ପ୍ରେମୀ ମାନଙ୍କୁ
ଜଣେଇବା ସହ ସ୍ବର୍ଗତ ରାଇମୋହାଁ ପରିଡା ଙ୍କ ଭଏସ
କୁ ନକଲ କରି ଖୁବ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଅଭି ,
ଆପଣ ମାନେ ଜାଣିଥିବା ଯାତ୍ରା ରେ ମେଲୋଡି
ସମୟରେ 2 ଘଣ୍ଟା ଧରି ମଞ୍ଚକୁ ବାନ୍ଧି ରଖିବା ଦାଇତ୍ଵ ହେଲା
ଉପସ୍ଥାପକ ଙ୍କ , ଗୀତ ଡ୍ୟାନ୍ସ ମଝିରେ ଆସି ମଜା ମଜା କଥା କହି
ଦର୍ଶକଙ୍କୁ ଖୁସି କରେବାକୁ ଚେଷ୍ଟା କରନ୍ତି ଉପସ୍ଥାପକ ଏବଂ
ଉପସ୍ଥାପିକା , କୋଣାର୍କ ଗଣନାଟ୍ୟ ରେ
ଉପସ୍ଥାପିକା ଅଛନ୍ତି ସ୍ଵାତି , ସ୍ଵର୍ଣ ମହଲ ରେ ମାମୁନି ,
ଏବଂ ମାୟାନଗରୀ ରେ ଅଛନ୍ତି ମାମା , ସମସ୍ତେ ନିଜ ନିଜର
ଜଲବା ଦେଖେଇବାକୁ ଚେଷ୍ଠ କରନ୍ତି , ଆସନ୍ତୁ ଦେଖିବା
ଏହି ଭିଡିଓ ଆଉ ଜାଣିବା କେତେ ମଜା ହେଲା ଆଜି।
ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ youtube ଚାନେଲ କୁ subscribe
କରନ୍ତୁ,ଆମ facebook ପେଜକୁ ଲାଇକ କରନ୍ତୁ ।
ଧନ୍ୟବାଦ ଜୟ ଜଗନ୍ନାଥ




0 Comments